ଶେଷ ଆଷାଢ଼
ଆମ୍ବ ଭିତରେ
ଆମ୍ବ ଗଛ
- ସୁଷମା ନାୟକ Sushama Nayak
Kigo ବା ୠତୁ ତତ୍ତ୍ୱର ସୁନ୍ଦର ପ୍ରତିଫଳନ ଏହି ହାଇକୁରେ । ଫଗୁଣ ବା ଶେଷ ଶୀତରେ ଆମ୍ବ ବଉଳ ଧରେ । ଗ୍ରୀଷ୍ମ ଋତୁରେ ଆମ୍ବ ପାଚେ । ଆମ୍ବ ଖାଇବା ସେଇଠୁଁ ଆରମ୍ଭ ହୁଏ । ଶେଷ ଆଷାଢ଼ ଯାଏଁ ଆମେ ଆମ୍ବ ଖାଉ । ଆମ୍ବ ଖାଇବା ସରେ । କିନ୍ତୁ ପ୍ରକୃତି ତା ନିରନ୍ତରତା ଦର୍ଶେଇ ଦିଏ ଖାଉଥିବା ଆମ୍ବ ଟାକୁଆ ଭିତରେ ଆଉ ଗୋଟିଏ ଗଛ ହେବାର ସଂକେତ ଦେଖାଇ ...
ଶବ୍ଦର ଜାଦୁ ଫଳ ଭିତରେ ବୃକ୍ଷ ଦେଖାଇ ।
ବାଃ, ସୁଷମା !
No comments:
Post a Comment