Some haiku of fellow haijins translated by me. Point out mistakes/inconsistencies, if any.
ଶେଷ ଶଯ୍ଯା
ତଳେ ଆଧାର ମୁହାଁ
ପିମ୍ପୁଡିଙ୍କ ଧାର
his last minutes
a line of ants ready
for the forage
-Suchitra Rath
ପୋଖରୀରେ ଛାଇ
କଙ୍କି କଇଁ ପତ୍ର ପାଣି
ସବୁ ଏକାଠି
shadows in the pond
the lily, its leaf, the dragonfly and water
all at one place
-Koumudee Dash
ମୁଁହ ଅନ୍ଧାର
ବିଲ ଗହୀରରେ
ଗୋରୁ ପଲ
approaching evening
a herd of cattle holed up
in the dark fields
- jasmine pradhan
କାନରେ ବାଜେ
ଝିଙ୍କାରୀ ର ତାନ―
ରାତି ବାକି
crickets singing. . .
the morning
far away
-duryodhan sahu
କନ୍ୟା ରତ୍ନ ―
ସ୍ୱାମୀଙ୍କ ମିଠାଇ ବଣ୍ଟାକୁ
ଶାଶୁଙ୍କ ନାକଟେକା
between a jubilant hubby
and a snobbish mother-in-law
my baby girl
- saijyoti pradhan
ନିଅନ ଆଲୋକ
ନିସ୍ତବ୍ଧ ଗଳିରେ
ଭୋକିଲା ଦେହ
neon lights
the craving bodies
in this quiet alley
-durlava rout
ପାର୍ବଣ ଋତୁ
ପବନରେ ଭାସୁଛି
ଚଣ୍ଡୀ ପୁରାଣ
festive season
the chants of Chandi Purana
in the wind
- jyotirmayee roul
ବୃଦ୍ଧାଶ୍ରମ
ଛାତିରେ କୋହ
ଓଠରେ ହସ
sobs in the heart
and smile on face―
the old age home
-swati sujata pradhan
ମଝିଆଁ ବୋହୂ
ଜୁଈରେ ଜଳୁଛି
ବଉଳପାଟ
second son's wife
a bridal saree burning
in the pyre
- saijyoti pradhan
ଉଛୁଳା ନଈ
ଗାଈ ଲାଙ୍ଗୁଡ଼ରେ
ଗାଈଆଳ
overflowing river
the cowherd holds
onto a cow's tail
- sushama nayak
ମୁରୁଜ ଚିତା
ଜାଣି ଜାଣି ପାଦ ପକାଏ
ଅସହଣୀ
knowingly stepping over
the muruja*
an intolerant friend
muruja (Odia word)
= floral designs on floor usually by girls using powders of different colours
-sanghamitra jena
ସଂଜ ପହର
ଶଂଖୀ ବିଲେଇ
ପୁଣି ଆସି ଘରେ
evening hours
the abandoned white cat
back at home
-ଶୁଭବ୍ରତ ମହାପାତ୍ର
ଗାଁ ପୋଖରୀ
ତୁଠ ପଥରରେ
ତେଲ ହଳଦୀ
village pond
remnants of turmeric and oil
on the bathing stone
- Sushanta Kumar Sethy
ଲକ୍ ଡାଉନ୍
ବ୍ୟୋମ ଯାନ ଭିତରେ
କିଛି ଦାଦନ
covid lock down
an aeroplane carries
some bonded labourers
- Sarada Prasanna Nayak
ଘର ପୋଡ଼ି
ଚୌକି ଖୋଜା
ମନ୍ତ୍ରୀଙ୍କ ପାଇଁ
charred houses
searching for a chair
for the minister
- Binayakumar Mohanty
ଭୋଗ ବଣ୍ଟା
ଲଡୁ ପାଇଁ
କୁନି ହାତଟେ
temple prasad
a tiny hand
in the crowd
- Ambika Prasad Panda
ସରକାରୀ ନିୟମ
ଫରେଷ୍ଟ ଅଫିସର ଘରେ
ଛୁଆ ହରିଣ
wild life act
a baby fawn hops
in forest officer’s yard
- Seetaram Dash
ରାତି ଅନ୍ଧାର
ଦିନସାରା ର ଥକ୍କା
ଅଣ୍ଟା ବଥା
the murky night
a tiresome day
and my waist pain
- Babita Mohapatra
ଢାଳୁଛି ବର୍ଷା ...
ନୁଆଁଣିଆ ଚାଳ ତଳେ
ଫୁଟୁଛି ଭାତହାଣ୍ଡି
incessant rain
a clay hut shields
the boiling rice
-prakash nayak
ନୂଆ ହାଇକୁ ଶିଖାଳୀ
ଘରଣୀ ରଡିରେ
ହାଇକୁ ବାସ୍ନା
haiku learner
smell of haiku
in the yell of wife
- Santosh Muduli
ବର ମୋବାଇଲରେ
ତେତିଶି ମିସ୍ କଲ୍...
ଚଉଠିରାତି
thirty-three miss calls
in the bridegroom's cell phone―
wedding night
- Saikat Mohapatra
ବର୍ଷୁକୀ ସଂଜ
ଝିଙ୍କାରୀର ସ୍ୱରରେ
ଶବ୍ଦ ଜୀବନର
rain-soaked evening
crickets sing
the song of life
- Sujata Mohapatra
ରକ୍ତିମ ଆକାଶ
ଧରାକୁ ଘେରିଆସେ
ଜିହାଦୀ ରାତି
blood red sky
a jehadi night encapsulates
the earth
- Chandan Kumar Singh
ଅଦିନ ଝଡ଼
ଗୋଳିଆ ପାଣିରେ
ପୁରୁଣା ଚିଠି
untimely storm
an old letter floats
in rain water
No comments:
Post a Comment